ବୃଦ୍ଧାଶ୍ରମରେ ୬୭ ଜଣ ଲୋକଙ୍କ କରୋନା ରିପୋର୍ଟ ପଜିଟିଭ

ମହାରାଷ୍ଟ୍ରର ଥାନେରେ କରୋନା ।

0

(ମୁମ୍ବାଇ) : ମହାରାଷ୍ଟ୍ରର ଥାନେରେ କରୋନା । ଥାନେ ଜିଲ୍ଲାର ଏକ ବୃଦ୍ଧାଶ୍ରମରେ ୬୭ ଜଣ ଲୋକ କରୋନା ପଜିଟିଭ ହେବା କାରଣରୁ ଏବେ ସେଠାରେ ଆତଙ୍କ ଖେଳି ଯାଇଛି। ବୃଦ୍ଧାଶ୍ରମରେ ୬୭ ଜଣ ଲୋକଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି, ଯେଉଁମାନଙ୍କ ଭିତରେ ୫ ଜଣ ଷ୍ଟାଫ୍ ରହିଛନ୍ତି।

ସୂଚନାନୁଯାୟୀ , ୬୦ ବର୍ଷରୁ ଅଧିକ ସମସ୍ତ ୬୨ ଜଣ ବୟସ୍କଙ୍କ ଚିକିତ୍ସା ପାଇଁ ଥାନେ ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ କହିଛନ୍ତି, ଏହି ୫ ଜଣ ସମ୍ପର୍କୀୟ ମଧ୍ୟ କରୋନା ଭାଇରସ୍‌ର ଯାଞ୍ଚ ବେଳେ ସଂକ୍ରମିତ ହୋଇଛନ୍ତି। ତାଙ୍କୁ ମଧ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।