ମିଳିତ ଭାବେ କାର୍ଯ୍ୟ କରିବ ମମତା ଓ ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା

0

ମମତା ଓ ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା ମିଳିତ ଭାବେ କାର୍ଯ୍ୟ କରିବ MAMATA-PMMVY ଯୋଜନା ଅଧୀନରେ ସହାୟତା ବୃଦ୍ଧି ।  5 ବର୍ଷ ପାଇଁ 1623 କୋଟି 10 ଲକ୍ଷ ।  1 ଏପ୍ରିଲ 2025 ରୁ ଲାଗୁ ହେବ ଏହି ଯୋଜନା । ମମତା ଯୋଜନାରେ ହିତାଧିକାରୀ ବୟସ 19 ବର୍ଷ ଓ ତା’ ଠାରୁ ଅଧିକ ଥିଲା । ଏବେ PMMVY ରେ 18 ବର୍ଷ 7 ମାସରୁ 55 ବର୍ଷ ଧାର୍ଯ୍ୟ । ଗୋଟିଏ ବର୍ଷ ପ୍ରସବ ପୂର୍ବ ଯାଞ୍ଚ ପରେ ମିଳିବ ପ୍ରଥମ କିସ୍ତି । କନ୍ୟା ସନ୍ତାନ ପାଇଁ ମିଳିବ 12 ହଜାର ଟଙ୍କା ଓ ପୁତ୍ର ସନ୍ତାନ ପାଇଁ 10 ହଜାର । କେନ୍ଦୁଝର ଜିଲ୍ଲାରେ ଧରଣୀଧର ବିଶ୍ୱ ବିଦ୍ୟାଳୟର କ୍ୟାମ୍ପସ ପାଇଁ ଜମି ଲିଜ ଆକାରରେ ପ୍ରଦାନ । ମୟୁରଭଞ୍ଜ ଯଶିପୁର ବ୍ଲକରେ ବ୍ୟାରେଜ ନିର୍ମାଣ ।  97 କୋଟି ଟଙ୍କାର ଟେଣ୍ଡର ପ୍ରଦାନ । 30 ମାସ ମଧ୍ୟରେ ସରିବ ପ୍ରକଳ୍ପ ।  6950 ଏକର ଜମି କୁ ପାଇପଲଇ ନ ରେ ଜଳ ପ୍ରଦାନ । ବିଭିନ୍ନ ପଦବୀ ରେ ଶାରୀରିକ ମାପ ଓ ଶାରୀରିକ ଦକ୍ଷତା ପରୀକ୍ଷା ପାଇଁ 2022 ନିୟମାବଳୀ ସଂଶୋଧନ ।