ବିଜେପିରେ ଯୋଗଦେଲେ ମମତା ମହାନ୍ତ

0

ନୂଆଦିଲ୍ଲୀ: ପଦ୍ମ ଧରିଲେ ମମତା । ବିଜେପିରେ ଯୋଗଦେଲେ ମମତା ମହାନ୍ତ । ନୂଆଦିଲ୍ଲୀ ସ୍ଥିତ ବିଜେପି କାର୍ଯ୍ୟାଳୟରେ ଯୋଗଦେଲେ ମମତା । ସାଧାରଣ ସମ୍ପାଦକ ଅରୁଣ ସିଂହଙ୍କ ଉପସ୍ଥିତିରେ ବିିଜେପିରେ ମିଶିଲେ ମମତା ମହାନ୍ତ । ତେବେ ଗତକାଲି ବିଜେଡ ସହ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଥିଲେ ମମତା ମହାନ୍ତ ।
ସୂଚନା ଅନୁଯାୟୀ , ମମତା ମହାନ୍ତ ୨୦୨୦ ଏପ୍ରିଲରେ ରାଜ୍ୟସଭାକୁ ମନୋନୀତ ହୋଇଥିବା ବେଳେ ଆସନ୍ତା ୨୦୨୬ ଏପ୍ରିଲରେ କାର୍ଯ୍ୟକାଳ ଶେଷ ହେଉଥିବା ସୂଚନା ରହିଛି ।