ହାଟଡିହି/ବିଭୁତି ଭୁଷଣ ଜେନା: ହାଟଡିହି ବ୍ଲକରେ ଶନିବାର ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ରେ ଅନ୍ୟେକ ଦିବ୍ୟାଙ୍ଗ ମାନଙ୍କ ର ସରକାରୀ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ନୂତନ ଦିବ୍ୟାଙ୍ଗ ମାନଙ୍କ ମଧ୍ୟରେ ଅସ୍ଥି ଶଲ୍ୟ ବିଭାଗ ରେ – ୫୯ଓ ମାନସିକ ରୋଗୀ ଙ୍କ ମଧ୍ୟ ରେ -୪୫, ଆଖି ରୋଗ ରେ -୨ ୨ଜଣ ଭିନ୍ନକ୍ଷମ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ପ୍ରମାଣ ପତ୍ର ପାଇଁ ପଞ୍ଜିକରଣ ଶେଷ ଶେଷ ହୋଇଛି। ଆଗାମୀ ଦିନରେ ଏହି ଦିବ୍ୟାଙ୍ଗ ମାନଙ୍କୁ କିପରି ସବୁ ସରକାରୀ ସୁବିଧା ସୁଯୋଗ ଦିଆଯିବ ବୋଲି ବିଡ଼ିଓ ମତ ପ୍ରକାଶ କରିଛନ୍ତି।