ବିଜାପୁରରେ  ମାଓ ହମଲା : ୯ ଯବାନ ସହିଦ

0

ନୂଆଦିଲ୍ଲୀ : ଛତିଶଗଡ ବିଜାପୁରରେ  ବଡ ମାଓ ହମଲା ହୋଇଛି   ।  ମାଓ ହମଲାରେ ୯ ଜଣ ଯବାନ ସହିଦ ହୋଇଛନ୍ତି । ଆଇଇଡି ବିସ୍ଫୋରଣରେ  ଉଡିଲା ଯବାନଙ୍କ ଭ୍ୟାନ । କୁଟରୁ ବେଦ୍ରେ ସଡକରେ ଆଇଇଡି ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ୯ ଜଣ ଯବାନ ସହିଦ ହୋଇଛନ୍ତି । ତା ସହିତ ବ୍ୟାପକ କ୍ଷୟକ୍ଷତି ହୋଇଛି ।