ବିମାନବନ୍ଦରରୁ ୭ କୋଟିର  ମାରିଜୁଆନା ଜବତ

0

ଭୁବନେଶ୍ୱର  : ଭୁବନେଶ୍ୱର ବିମାନବନ୍ଦରରୁ ୭ କୋଟିର  ମାରିଜୁଆନା ଜବତ ହୋଇଛି ।   ବିମାନ ବନ୍ଦରରୁ  ୭ କୋଟିର  ମାରିଜୁଆନା  ଜବତ କଲା କଷ୍ଟମ ଡିପାର୍ଡମେଣ୍ଟ । ବ୍ୟାକଂକରୁ ଭୁବନେଶ୍ୱର ଆସିଥିବା  ଜଣେ ଯାତ୍ରୀଙ୍କଠାରୁ ଜବତ କରାଯାଇଛି । ଭୁବନେଶ୍ୱର ବିମାନ ବନ୍ଦରରୁ  ଜବତ ହୋଇଥିବା ମାରିଜୁଆନା ପାଖାପାଖି  ୭ କେଜି ବୋଲି ଜଣାପଡିଛି । ଯାହାର ମୂଲ୍ୟ   କୋଟିର  ବୋଲି ସୂଚନା ଆସିଛି ।