ବେଗୁନିଆ : ଋିଷଭଙ୍କୁ ବିରୋଧ

0

(ସୁୁରେଶ କୁୂମାର ସାମନ୍ତରାୟ / ବୋଲଗଡ଼ ) : ବେଗୁନିଆ ବିଜେପିରେ ଜୋର ଧରିଲା ଅନ୍ତକନ୍ଦଳ । ବିଜେଡ଼ି ସାଂସଦ ପ୍ରଶାନ୍ତ ନନ୍ଦଙ୍କ ପୁଅ ରିଷଭ ଙ୍କୁ ନେଇ ଦଳରେ ଅସନ୍ତୋଷ ଦେଖାଦେଇଛି । ଆଜି ପିଚୁକୁଳି ଠାର ବିଜେପି ପାର୍ଟି କାର୍ଯ୍ୟାଳୟ ଠାରେ କର୍ମିୀ ଓ କାର୍ଯ୍ୟକର୍ତାଙ୍କ ଅସନ୍ତୋଷ ଦେଖିବାକୁ ମିଳିଛି । ସ୍ଥାନୀୟ ଅଂଚଳର ବିଭିନ୍ନ ମଣ୍ଡକ ସଭାପତି ମାନେ ଏକତ୍ରିତ ହୋଇ ଯତୀନ ମହାନ୍ତିଙ୍କୁ ପ୍ରାର୍ଥିୀ କରାନଗଲେ ସାମୁହିକ ଇସ୍ତଫା ଦେବାସହ ଅନ୍ୟ ନେତୃତ୍ୱକୁ ବିରୋଧ କରାଯିବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦେଇଛନ୍ତି ।