ପାକିସ୍ତାନରେ ବଡ ଧରଣର ବିସ୍ଫୋରଣ: ୨୫ମୃତ ୭୦ ଗୁରୁତର

0

ପାକିସ୍ତାନ: ପାକିସ୍ତାନରେ ବଡ ଧରଣର ବିସ୍ଫୋରଣ ।ପାକିସ୍ତାନର ବାଲୋଚିସ୍ତାନ ମାସ୍ତୁଙ୍ଗ ଜିଲ୍ଲାର ଏକ ମସଜିଦ ନିକଟରେ ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ୨୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭୦ ଗୁରୁତରଜଣ ଗୁରୁତର ହୋଇଥିବା କୁହାଯାଉଛି । ମସଜିଦରେ ପର୍ବ ପାଳନ ପାଇଁ ଏକତ୍ରିତ ହୋଇଥିବା ବେଳେ ଘଟିଛି ଏହି ବିସ୍ଫୋରଣ ।