ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି । ମୋଦିଙ୍କ ବିମାନକୁ ଦେଓଘର ଏୟାରପୋର୍ଟରେ ଜରୁରୀକାଳୀନ ଅବତରଣ କରାଯାଇଥିଲା । ବିମାନରେ ତ୍ରୁଟି ଯୋଗୁଁ ଦିଲ୍ଲୀ ଫେରିବାକୁ ବିଳମ୍ବ ହୋଇପାରେ । ଆଜି ଝାଡ଼ଖଣ୍ଡ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ । ପୂର୍ବରୁ ଆଜି ରାହୁଲଙ୍କ ବିମାନ ମଧ୍ୟ ଅଟକି ରହିଥିଲା । କ୍ଲିୟରାନ୍ସ ନ ମିଳିବାରୁ ଅଟକି ରହିଥିଲା ରାହୁଲଙ୍କ ବିମାନ ।