ମେଡିକାଲ ବେଡ଼ରେ କୁକୁର

0

(ହିଂଜିଳି କାଟୁ / ରାଜନିକାନ୍ତ ପାତ୍ର ) : ଆମ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ଏକମାତ୍ର ପୈାରାଞ୍ଚଳ ହିଞ୍ଜିଳିକାଟୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ହଇଜା ଓ୍ବାଡର ଅବସ୍ଥା ଆଖିରେ ନଦେଖିଲେ ସହଜରେ ବିଶ୍ବାସ କରିହେବ ନାହିଁ । ଡ଼ାକ୍ତରଖାନାରେ ବେଡ଼ରେ ମଣିଷ ରୋଗୀ ପରିବର୍ତ୍ତେ କୁକୁର ଶୋଇଛି । ତ କୋଉଠି ବିଦେସି ମଦ ବୋତଲ ରହୁଛି ଏଥିରୁ ସ୍ପଷ୍ଟ ପ୍ରମାଣିତ ହୋଇଛି ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ ଡ଼ାକ୍ତରଖାନାର ଅବସ୍ଥା ଏଭଳି ହୋଇଥିବା ବେଳେ ସାରା ରାଜ୍ୟର ଡାକ୍ତରଖାନା ଅବ୍ୟବସ୍ଥା ଥିବ ସହଜରେ ବାରି ହୋଉଛି ।ଏଠି ପ୍ରଶ୍ନ ଉଠେକି ହିଂଜିଳି ସ୍ୱାସ୍ଥ୍ୟ ସେବା ଏପରି ତ ସାର ରାଜ୍ୟରେ କିପିରି ଥିବ ତାହାକୁ ନେଇ ବୁଦ୍ଧି ଯିବି ମହଲରେ କ୍ଷୋଭ ପ୍ରକାଶ କରିଛନ୍ତି ।