ରାଜ୍ୟରେ ଗଠନ ହେବା ଦରକାର ପୁରୁଷ କମିଶନ : ବାବା ବଳିଆ

0

ଭୁବନେଶ୍ବର: ରାଜ୍ୟରେ ଗଠନ ହେବା ଦରକାର ପୁରୁଷ କମିଶନ । ପୁରୁଷ କମିଶନ ହେବା ନିତ୍ୟାନ୍ତ ଆବଶ୍ୟକ ବୋଲି ଆଜି ମତ ବ୍ୟକ୍ତ କରିଛନ୍ତି ବାବା ବଳିଆ । ଦେଶ ତଥା ରାଜ୍ୟରେ ପୁରୁଷଙ୍କ ପ୍ରତି ବଢୁଥିବା ନିର୍ଯାତନାକୁ ଦୃଷ୍ଟିରେ ରଖି କିଛି ଏପରି ମତ ରଖିଛନ୍ତି ବାବା ବଳିଆ ।

ଆସନ୍ତା  ୨ରୁ ୬ ତାରିଖ ଭିତରେ ୫ ଦିନ ଧରିକି ରବିନ୍ଦ୍ର ମଣ୍ଡପରେ ବାବା ବଳିଆଙ୍କ ଏକ କାଯ୍ୟକ୍ରମ ରହିଛି । ଯାହାକି ପରିବାର , ପରିବେଶ ଓ ଧର୍ମ ଉପରେ ଆଲୋଚନା ହେବ । ଏହି ପରିପ୍ରେକ୍ଷୀରେ ପୁରୁଷ କମିଶନ ଆବଶ୍ୟକ କହିଲେ  ବାବା ବଳିଆ । ପୁରୁଷ କମିଶନ ହେବା ନିତ୍ୟାନ୍ତ ଆବଶ୍ୟକ କହିଲେ ବାବା ବଳିଆ । ପୁରୁଷ ନିଯ୍ୟାତନା ବଢିଚାଲିଛି ତେଣୁ ପୁରୁଷ କମିଶନ ହେବା ଦରକାର । ଅବହେଳିତ ବୁଢା ବାପା ମା ପାଇଁ ପିତୃମାତୃ କମିଶନ ମଧ୍ୟ ଜରୁରୀ ଅଟେ । ଆବଶ୍ୟକ ପଡିଲେ ସୁପ୍ରିମକୋର୍ଟ ଯିବେ ବାବା ବଳିଆ ।