ଚର୍ଚ୍ଚାରେ ସନାତନ ମହାକୁଡ଼ଙ୍କ ରୋଚକ ପ୍ରଶ୍ନ ଓଡିଶା By Sushree Sangita Pradhan On Aug 31, 2024 0 Share ଚର୍ଚ୍ଚାରେ ସନାତନ ମହାକୁଡ଼ଙ୍କ ରୋଚକ ପ୍ରଶ୍ନ | ମଦ୍ୟପମାନଙ୍କ ସ୍ୱାସ୍ଥ୍ୟ ବୀମା କରିବା ନେଇ ସେ ପ୍ରଶ୍ନ ଜରିଆରେ ଦାବି ଉଠାଇଥିଲେ | ଅବକାରୀ ମନ୍ତ୍ରୀ ପୃଥିବୀରାଜ ହରିଚନ୍ଦନ ଉତ୍ତର ଦେଇଛନ୍ତି ଯେ ବୀମାଭୁକ୍ତ ହେବେନି ମଦ୍ୟପ କି ଓଡ଼ିଶାରେ ହେବନି ନିଶା ନିବାରଣ | 0 Share FacebookTwitterGoogle+ReddItWhatsAppPinterestEmail