ବିଧାନସଭା ଶେଷହେବା ପରେ ନବୀନ ନିବାସରେ ପହଞ୍ଚିଲେ ବିଧାୟକ

0

ଭୁବନେଶ୍ୱର: ବିଜେଡି ବିଧାୟକଙ୍କୁ ନବୀନ ନିବାସ ଡାକରା । ବିଧାନସଭା ଶେଷହେବା ପରେ ନବୀନ ନିବାସରେ ପହଞ୍ଚିଲେ ବିଧାୟକ । ସଂଗଠନ ଦୃଢ କରିବା ନେଇ  ଗୁରୁତ୍ୱପୂର୍ଣ୍ ଆଲୋଚନା କରାଯିବ । ବିଧାୟକଙ୍କ ସହ ଆଲୋଚନ କରୁଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।