ଅଙ୍ଗନୱାଡିରେ ମଶାରୀ ବଣ୍ଟନ କାର୍ୟ୍ୟକ୍ରମ

0

(ହରପ୍ରସାଦ ବିଷୋୟୀ /ଗଞ୍ଜାମ ) ; ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ତରଫରୁ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ମଶାରୀ ବଣ୍ଟନ କାର୍ୟ୍ୟକ୍ରମ ଆରମ୍ଭ ହୋଇଛି କ୍ଷ ମ୍ୟାଲେରିଆ,ଡେଙ୍ଗୁ ଆଦି ରୋଗରୁ ରକ୍ଷା ପାଇବା ପାଇଁ ସରକାରଙ୍କ ତରଫରୁ ଏହି ମଶାରୀ ବଣ୍ଟନ କାର୍ୟ୍ୟକ୍ରମ କରାଯାଉଛି ଜ୍ଝ ଏହି କ୍ରମରେ ବେଗୁନିଆପଡା ବ୍ଲକ ସ୍ଥିତ ଚନ୍ଦନପୁର ପଞ୍ଚାୟତର ମୁଣ୍ଡୁଳା ଅଙ୍ଗନୱାଡି କେନ୍ଦ୍ର ୧ରେ ଲୋକଙ୍କୁ ମଶାରୀ ବଣ୍ଟନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି କ୍ଷ ଏହି କାର୍ୟ୍ୟକ୍ରମକୁ ଚନ୍ଦନପୁର ସରପଞ୍ଚ ମଧୁସୁଧନ ସାହୁ ଉଦଘାଟନ କରି ମଶାରୀ ବଣ୍ଟନର ଶୁଭାରମ୍ଭ କରିଛନ୍ତି ଜ୍ଝ ପ୍ରାୟ ୧୧୮ ପରିବାରକୁ ୨୭୩ ମଶାରୀ ବଣ୍ଟନ କରାଯାଇଛି ଜ୍ଝ ଅଙ୍ଗନୱାଡି ନନ୍ଦିନୀ ପ୍ରଧାନ ଏହି କାର୍ୟ୍ୟକ୍ରମରେ ଉପସ୍ଥିତି ରହି କାର୍ୟ୍ୟକ୍ରମର ବିଷୟରେ ଆଲୋଚନା କରିଥିଲେ ଜ୍ଝ ଏହି କାର୍ୟ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଗାଁ କଲ୍ୟାଣ ସମିତି ସଭାପତି ସୁରେନ୍ଦ୍ର ଜେନା, ଏଏନଏମ ଶୁଭଶ୍ରୀ ବେହେରା, ସହାୟିକା ନିରୁପମା ଦାସ, ଆଶା କର୍ମୀ ପୁଷ୍ପାଞ୍ଜଳି ସାହୁ, ପିଇଓ କୃଷ୍ଣ ଚନ୍ଦ୍ର ମଲ୍ଲିକ ପ୍ରମୁଖ ଉପସ୍ଥିତି ଥିଲେ