ଉଚ୍ଚ ଶିକ୍ଷା ମାନ ହ୍ରାସ ପାଉଥିବା ନେଇ ମୁଲତବୀ ପ୍ରସ୍ତାବ ଆଣିଲେ ବିରୋଧୀ

0

(ଅନୁସ୍ୱୟା)ଭୁବନେଶ୍ୱର: ରାଜ୍ୟରେ ଉଚ୍ଚ ଶିକ୍ଷାର ମାନ ଧୀରେ ଧୀରେ ହ୍ରାସ ପାଉଛି । ଯାହାକୁ ପ୍ରସଙ୍ଗ କରି ମୁଖ୍ୟ ବିରୋଧୀ ଦଳ ଭାରତୀୟ ଜନତା ପାର୍ଟି ଆଜି ବିଧାନସଭା ଗୃହରେ ଉଚ୍ଚ ଶିକ୍ଷା ମାନ ହ୍ରାସ ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଆଗତ କରିଛି । ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର ମୁଲତବୀ ପ୍ରସ୍ତାବକୁ ଗ୍ରହଣ କରିଛନ୍ତି। ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ମୁଲତବୀ ପ୍ରସ୍ତାବ ଉପରେ ଗୃହରେ ଉତ୍ତର ରଖିବେ ବୋଲି ସୂଚନା ମିଳିଛି ।