ପୁଣି ହେବ ପୌର ନିର୍ବାଚନ : ଏନେଇ ଘୋଷଣା କରିଛନ୍ତି ରାଜ୍ୟ ସରକାର

0

ଭୁବନେଶ୍ୱର: ପୁଣି ହେବ ପୌର ନିର୍ବାଚନ । ଏନେଇ ଘୋଷଣା କରିଛନ୍ତି ରାଜ୍ୟ ସରକାର । ସମ୍ବଲପୁର , ରାଉଲକେଲା ଓ ପୁରୀରେ ପୁଣି ହେବ ପୌର ନିର୍ବାଚନ । ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସୂଚନା ଅନୁଯାୟୀ , ହାଇକୋର୍ଟର ଶୁଣାଣି ପରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ । ସେ ଆହୁରି ମଧ୍ୟ କରହିଛନ୍ତି ଯେ , ପୌର ନିର୍ବାଚନ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ହୋଇଛି ଗତ ୧୧ ତାରିଖରେ ଯେଉଁ ନିର୍ବାଚନ ବନ୍ଦ ଥିଲା ତାହା ବର୍ତ୍ତମାନ ପୁଣି ହେବା ନେଇ ସରକାର ନିଷ୍ୱତ୍ତି ନେଇଛନ୍ତି ।