ବାପାର ଟାଙ୍ଗିଆ ଚୋଟ ରେ ପୁଅ ଗୁରୁତର

0

(ପାଳଲହଡା / ହରିଶ ଚନ୍ଦ୍ର ଦାସ ): ଅନୁଗୋଳ ଜିଲ୍ଲା ପାଲଲହଡା ବ୍ଲକ ବତିସୁଆଁ ପଚାୟତ ସୁଲଡା ଗ୍ରାମର ଅଭାବନିୟ ଘଟଣା । ଟଙ୍କିକିଆ ଚାଉଳ ଭାଗବଣ୍ଟା କୁ କେନ୍ଦ୍ର କରି ବାହାଦୁର ତୁବିତ ନିଜ ମଝିଆଁ ପୁଅ ଦିନା ତୁବିତ ସହ ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ପୁଅକୁ ଟାଙ୍ଗିଆ ରେ ହାଣି ଦେଇଥିଲେ ଓ ଘଟଣା ସ୍ଥଳରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ଦେଖି ସୁଲଡା ଗାଁ ର ୱାର୍ଡ ମେମ୍ବର ପାଳଲହଡା ଥାନାରେ ଜଣେଇ ଥିଲେ ଓ ପାଳଲହଡା ପୋଲିସ ଘଟଣା ସ୍ଥଳରେ ପହଂଚି ଗୁରୁତର ଅବସ୍ଥାରେ ଦିନା ତୁବିତ କୁ ପୋଲିସ ଗାଡ଼ିରେ ନେଇ ପାଳଲହଡା ଡାକ୍ତର ଖାନରେ ଭର୍ତ୍ତି କରିଥିଲେ । ସେଠାରେ ଅଧିକ ଗୁରୁତର ହେବାରୁ ଅନୁଗୁଳ ମୁଖ୍ୟ ଡାକ୍ତର ଖାନା କୁ ସ୍ଥାନାନ୍ତର କରାଯାଇଛି ଓ ଅନ୍ୟ ପକ୍ଷରେ ଦୋଷୀ କୁ ଗିରଫ କରି ପୋଲିସ ତଦନ୍ତ ଜାରି ରଖିଛି ଓ