ନିର୍ବାଚନରେ ବିଜେଡି ର ପରାଜୟ ପରେ ନବୀନଙ୍କ ପ୍ରଥମ ପ୍ରତିକ୍ରିୟା । ଗଣତନ୍ତ୍ରରେ ଜିତିବା ହାରିବା ନିରନ୍ତର ପ୍ରକ୍ରିୟା । ଦୀର୍ଘଦିନ କ୍ଷମତା ରେ ରହିଲା ପରେ ହରିବାକୁ ସ୍ୱୀକାର କରୁଛି । ପରାଜୟ ସତ୍ୱେ ରାଜ୍ୟବାସୀଙ୍କ ସେବା ଜାରି ରଖିବି । ପରାଜୟ ପାଇଁ ପାଣ୍ଡିଆନଙ୍କୁ ସମାଲୋଚନା କରିବା ଦୁର୍ଭାଗ୍ୟଜନକ । ପାଣ୍ଡିଆନ ଜଣେ ସଚ୍ଚୋଟ ଅଫିସର । ଅଫିସର ଭାବେ କାମ କରି ଅବସର ନେଇ ବିଜେଡିରେ ମିଶିଥିଲେ । ସେ କୌଣସି ପଦ ପଦବୀରେ ନାହାନ୍ତି,ନିର୍ବାଚନ ଲଢ଼ି ନାହାନ୍ତି । ପାଣ୍ଡିଆନ ଉତ୍ତରାଧିକାରି ନୁହନ୍ତି । ମୋ ଉତ୍ତରାଧିକାରୀ ଓଡ଼ିଶାବାସି ସ୍ଥିର କରିବେ ।