ପ୍ରକାଶ ପାଇଲା ବିଜେପିର ୧୩ ଜିଲ୍ଲା ସଭାପତିଙ୍କ ନାମ…

0

ପ୍ରକାଶ ପାଇଲା ବିଜେପିର ୧୩ ଜିଲ୍ଲା ସଭାପତିଙ୍କ ନାମ । ଗତ ସେପ୍ଟେମ୍ବର ୨ ତାରିଖରୁ ପାର୍ଟିର “ସାଂଗଠନିକ ପର୍ବ – ୨୦୨୪” ଆରମ୍ଭ ହୋଇଥିଲା । ଗତ ଜାନୁଆରୀ ୨୫ ତାରିଖ ଦିନ ପ୍ରଥମ ପର୍ଯ୍ୟାୟରେ ୨୩ ଜିଲ୍ଲା ସଭାପତି ନାମ ତାଲିକା ପ୍ରକାଶ ପାଇଥିଲା । ଆଜି ରାଜ୍ୟ ନିର୍ବାଚନ ଅଧିକାରୀ  ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ସାଂସଦଙ୍କ ଅନୁମୋଦନକ୍ରମେ ୧୩ ଜିଲ୍ଲା ସଭାପତିଙ୍କ ନାମ ତାଲିକା ପ୍ରକାଶ ପାଇଛି ।

 

ଅନୁଗୁଳ – ଶ୍ରୀ ଯଯାତି କେଶରୀ ପଟ୍ଟନାୟକ

ଭଦ୍ରକ – ଶ୍ରୀ ଭଗବାନ ପଣ୍ଡା

ଭୁବନେଶ୍ୱର – ଶ୍ରୀ ନିରଞ୍ଜନ ମିଶ୍ର

ଗଜପତି – ଶ୍ରୀ ନବକିଶୋର ଶବର

ଯାଜପୁର – ଶ୍ରୀମତୀ ଦେବଯାନୀ ପ୍ରଧାନ

ଝାରସୁଗୁଡା – ଶ୍ରୀ ରଘୁନନ୍ଦନ ପଣ୍ଡା

କନ୍ଧମାଳ – ଶ୍ରୀ ପଣ୍ଡିତ କୁମାର ବିସ୍‌ମାଝୀ

ଖୋର୍ଦ୍ଧା – ଶ୍ରୀ ବିଶ୍ୱରଂଜନ ବଡଜେନା

କୋରାପୁଟ – ଶ୍ରୀ ଶିବ ମୁଦୁଲି

ନୟାଗଡ – ଶ୍ରୀ ତାପସ ରଂଜନ ମାର୍ଥା

ରାୟଗଡା – ଶ୍ରୀ ଗୋପି ଆନନ୍ଦ

ସୁବର୍ଣ୍ଣପୁର – ଶ୍ରୀ ବେଣୁଧର ଦାଶ

ରାଉରକେଲା – ଶ୍ରୀମତୀ ପୂର୍ଣ୍ଣିମା କେର୍କେଟା