ନୂଆଦିଲ୍ଲୀ: ବାତିଲ ହେଲା ମୋଦୀଙ୍କ ବିଦେଶ ଗସ୍ତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ରୋଏସିଆ , ନରୱେ ଏବଂ ନେଦରଲ୍ୟାଣ୍ଡ ଗସ୍ତ କରିବାର ଥିବା ବେଳେ ତାଙ୍କ ଗସ୍ତକୁ ସ୍ଥଗିତ କରାଯାଇଛି । ତେବେ ପାକିସ୍ତାନ ସହ ହେଉଥିବା ଉତ୍ତେଜନା ପାଇଁ ଗସ୍ତକୁ ବାତିଲ କରାଯାଇଛି । ସେଥି ମଧ୍ୟରେ ଅପରେସନ ସିନ୍ଦୂର ପରେ ପ୍ରଧାନମନ୍ତ୍ରୀ ମୋଦି ଲଗାତାର ବୈଠକ କରୁଛନ୍ତି।