ଦଳବିରୋଧି କାର୍ଯ୍ୟ ପାଇଁ ଦଳ ସଭାପତିଙ୍କ ନିର୍ଦ୍ଦେଶରେ ନରେଶ ମହାନ୍ତିଙ୍କୁ ସସପେଣ୍ଡ

0

ଭୁବନେଶ୍ୱର:ବିଜେଡିରୁ ନରେଶ ଚନ୍ଦ୍ର ମହାନ୍ତି ସସପେଣ୍ଡ । ବିଜେଡି ସାଧାରଣ ସଂମ୍ପାଦକ ମାନସ ମଙ୍ଗରାଜଙ୍କ ସୂଚନା । ବିଜେଡିରୁ ନରେଶ ଚନ୍ଦ୍ର ମହାନ୍ତିଙ୍କୁ ସସପେଣ୍ଡ କରାଯାଇଥିବା ଜଣାପଡିଛି । ଦଳବିରୋଧି କାର୍ଯ୍ୟ ପାଇଁ ଦଳ ସଭାପତିଙ୍କ ନିର୍ଦ୍ଦେଶରେ ସସପେଣ୍ଡ । ବିଜେଡି ସାଧାରଣ ସଂମ୍ପାଦକ ମାନସ ମଙ୍ଗରାଜଙ୍କ ସୂଚନା । ଯାଜପୁର ପୂବର୍ତନ ଜିଲ୍ଲା ପରିଷଦ ସଭାପତି ନରେଶ ମହାନ୍ତିଙ୍କୁ ବିଜେଡିରୁ ସସପଣ୍ଡେ କରାଯାଇଛି ।