ନବୀନ ପଟ୍ଟନାୟକ ସରକାର ସମୟର କୁଷ୍ଠ ନିରାକରଣରେ ବଡ଼ ସଫଳତା

0

ଭୁବନେଶ୍ୱର: ନବୀନ ପଟ୍ଟନାୟକ ସରକାର ସମୟର କୁଷ୍ଠ ନିରାକରଣରେ ବଡ଼ ସଫଳତା। 2023-24 ରେ ସାରା ରାଜ୍ୟରେ ପ୍ରତି 10 ହଜାର ଲୋକରେ 1.48 ଜଣ କୁଷ୍ଠ ରୋଗୀ ଥିଲେ। ଏହି ସମୟରେ 14 ଟି ଜିଲ୍ଲାରେ ଏହି ହାର ପ୍ରତି 10 ହଜାର ଲୋକରେ ଏକରୁ କମ ରହିଛି। ସେହିପରି 2024 ମାର୍ଚ୍ଚ 31ସୁଦ୍ଧା ଗ୍ରେଡ଼ ଦୁଇ ଭିନ୍ନକ୍ଷମ ହାର 20 ଜିଲ୍ଲାରେ ଦୁଇ ପ୍ରତିଶତରୁ କମ ରହିଥିବା ନେଇ ରିପୋର୍ଟ କରିଛି ସ୍ୱାସ୍ଥ୍ୟ ବିଭାଗ।