ଜାଲ ନୋଟ୍ ରାକେଟ ଠାବ;୨ ଗିରଫ

0

ଭୁବନେଶ୍ୱର;ଜାଲ ନୋଟ୍ ରାକେଟ ଠାବ , ୨ ଗିରଫ ।  ୫୦ ହଜାର ଟଙ୍କାର ୫୦୦ ଟଙ୍କିଆ ଜାଲ ନୋଟ୍ ଜବତ । ଟିଟିଲାଗଡ଼ରୁ ୨ ଜଣଙ୍କୁ ଗିରଫ କଲା କ୍ରାଇମ୍ବ୍ରାଞ୍ଚ STF । ହାଇ କ୍ବାଲିଟି ଜାଲ ନୋଟ୍ ଛାପୁଥିବା ନେଇ STFର ଚଢାଉ । ଆନ୍ତଃରାଜ୍ୟ ଲିଙ୍କ୍ ନେଇ ଅଧିକ ତଦନ୍ତ ଜାରି । ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ । ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଅଞ୍ଚଳରେ ନକଲି ନୋଟ କାରବାର ଘଟଣା ରେ STF ଟିମ ଟିଟିଲାଗଡ଼ ଟେଣ୍ଡ ହାଉସ ମାଲିକ ଓ ଜଣେ ସହଯୋଗି କୁ ଗିରଫ କରିଛି  । ଟିଟିଲାଗଡ଼ ସହର ଜଣେ ଟେଣ୍ଟ ହାଉସ ମାଲିକ ଓ ବାଞ୍ଜିଝାଲ ଗ୍ରାମ ସହଯୋଗୀଙ୍କୁ ନକଲି ନୋଟ କରବାର ରେ ଗିରଫ କରି ଥିବା ସୂଚନା ମିଳିଛି । ଟିଟିଲାଗଡ଼ ଅଞ୍ଚଳ ରେ ନକଲି ନୋଟ କାରବାର କରୁଥିବା ପୁଣି ଆରମ୍ଭ ହୋଇଥିବା ନେଇ ଚର୍ଚ୍ଚା।