ଗତ କାଲି ଠିକ ୬ଟା ୪ରେ ଜନ୍ନ ହୋଇଥିବା, ଶିଶୁପୁତ୍ର ନାଁ ରଖିଲେ ଚନ୍ଦ୍ରଯାନ

0

କେନ୍ଦ୍ରାପଡା : ଗତକାଲି ଗାରତର ମୁନ ମିଇନ ସଫଳ ହୋଇଛି । ଏହାକୁ ନେଇ ସବୁଆଡେ ଉତ୍ସାହ ଦେଖିବାକୁ ମିଳିଛି । ଏହି ସବୁ ଭିତରେ ଏକ ରୋମାଞ୍ଚକ ଖବର ସାମ୍ନାକ ଆସିଛି । ଯାହାକୁ ଶୁଣି ଆପଣ ଆଶ୍ଚର୍ଯ୍ୟା ହେବେ । ଜଣେ ନବଜାତ ଶିଶୁର ନାଁ ତାଙ୍କ ବାପା ବପା ମାଆ ଚନ୍ଦ୍ରଯାନ ରଖିଛନ୍ତି ।

ଅସଲି ଘଟଣାଟି ହେଉଛି ବୁଧବାର ରୁନୁ ମଲ୍ଲିକ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ପୁତ୍ର ସନ୍ତାନ ଜନ୍ନ ଦେଇଛନ୍ତି । ଆଉ ସେଇ ସମୟରେ ଚାଲିଥିଲା ଭାରତର ମୁନ୍ ମିଶନ ଚନ୍ଦ୍ରଯାନ -୩ । ଚନ୍ଦ୍ରପୃଷ୍ଠରେ ୬ଟା ୪ମିନିଟରେ ଚନ୍ଦ୍ରଯାନ-୩ ଲ୍ୟାଣ୍ଡ କରୁଥିବା ବେଳେ, ଠିକ ସେଇ ସମୟରେ ତାଙ୍କର ଶିଶୁ ଜନ୍ନ ହୋଇଥିଲା । ସେଥିପାଇଁ ପୁଅ ନାଁ ଚନ୍ଦ୍ରଯାନ ରଖିଥିଲେ ।