ଶିମିଳିପାଳ ଅଭୟାରଣ୍ୟର ସୁରକ୍ଷା ପାଇଁ ଗଠନ ହେବ ନୂଆ ଫୋର୍ସ

0

ମୟୁରଭଞ୍ଜ: ସରକାରଙ୍କୁ ଶିମିଳିପାଳ ଚିନ୍ତା। ଶିମିଳିପାଳ ଅଭୟାରଣ୍ୟର ସୁରକ୍ଷା ପାଇଁ ଗଠନ ହେବ ନୂଆ ଫୋର୍ସ। ଅଭୟାରଣ୍ୟ  ଜଗିବେ ଗୋଟିଏ କମ୍ପାନୀ ସଶସ୍ତ୍ର  ପୋଲିସ । ତିଆରି ହେବ ୧୩୧  ଜଣିଆ  ଆର୍ମଡ  ପୋଲିସ ରିଜର୍ଭ କମ୍ପାନୀ । ଆକାଉଣ୍ଟ ଜେନେରାଲଙ୍କୁ ଚିଠି  ଲେଖି ଜଣାଇଲେ ଗୃହ ସଚିବ । କମ୍ପାନୀରେ  କମାଣ୍ଡାଣ୍ଟ , ଇନସ୍ପେକ୍ଟର, ୩ ଏସଆଇ,  ୩ ଏଏସଆଇ , ୩୦ ହାବିଲଦାର ରହିବେ । ୩ ଡ୍ରାଇଭର ହାବିଲଦାର ରହିବେ । ଏହା ସହିତ ୮୭  ସିପାହୀ ଓ ୩ ଡ୍ରାଇଭର ରହିବେ । ଏହି କମ୍ପାନୀର ପ୍ରଶାସନିକ ଦାୟିତ୍ୱରେ  ରହିବେ ମୟୁରଭଞ୍ଜ  ଏସପି । ଗୋଟିଏ କମ୍ପାନୀ ଆର୍ମଡ ପୋଲିସ ନିୟୋଜିତ  ନିୟୋଜିତ ଦେଶରେ ପ୍ରଥମ ।