ଚିଟଫଣ୍ଡ ଟଙ୍କା ଫେରସ୍ତ ନେଇ ନୂଆ ନିର୍ଦ୍ଦେଶବଳୀ ପ୍ରସ୍ତୁତ କରୁଛନ୍ତି ନୂଆ ସରକାର…

0

ଚିଟଫଣ୍ଡ ଟଙ୍କା ଫେରସ୍ତ ନେଇ ନୂଆ ନିର୍ଦ୍ଦେଶବଳୀ ପ୍ରସ୍ତୁତ କରୁଛନ୍ତି ନୂଆ ସରକାର । ଟଙ୍କା ଫେରସ୍ତ ପ୍ରକ୍ରିୟା ସରଳିକରଣ କରିବାକୁ ନୂଆ ନିର୍ଦ୍ଦେଶବଳୀ ପ୍ରସ୍ତୁତ କରୁଥିବା ନେଇ ଗୃହରେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ । ଏଯାଏଁ ୯୬ ହାଜର ୪୭୪ ହିତାଧିକରଙ୍କୁ ୪୫ କୋଟି ୬୯ ଲକ୍ଷ ଟଙ୍କା ଫେରସ୍ଥ କରାଯାଇଛି । ଅବଶିଷ୍ଟ ଜମାକରୀଙ୍କୁ ଫେରସ୍ଥ ପାଇଁ ସରକାର ତ୍ୱରିତ ପଦକ୍ଷେପ ନେଉଛନ୍ତି । ୭ ଗୋଟି ଅନ୍ତରୀଣ ରିପୋର୍ଟରେ ୪ ଲକ୍ଷ ୭୨ ହଜାର ୬୫୧ ଜଣଙ୍କୁ ସୁପାରିଶ କରିଥିଲେ କମିଶନ ।