ଭୁବନେଶ୍ୱର:ନଭେମ୍ବରରୁ ମିଳିବ ନୂଆ ରାସନ କାର୍ଡ । ଆବେଦନ କରିଥିବା ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ କାର୍ଡ । ନୂଆ ରାସନ କାର୍ଡ ପାଇଁ ଆବେଦନ କରିଛନ୍ତି 10 ଲକ୍ଷରୁ ଉର୍ଦ୍ଧ୍ବ ହିତାଧିକାରୀ । ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ କାର୍ଡ । ଚାଲିଛି ଇ -କେୱାସି ପ୍ରକ୍ରିୟା । ପ୍ରକ୍ରିୟା ପରେ ଜଣାପଡିବ ଅଯୋଗ୍ୟଙ୍କ ସଂଖ୍ୟା ।