(ରିପୋର୍ଟସ ଟୁଡେ): ଆଜି ଗାନ୍ଧି ଜୟନ୍ତି ଅବସରରେ ନିଶା କୁ ନା , ଏମିତି ଏକ ନୂଆ ପ୍ରୟାସ ରେ ସଚେତନ ଆରମ୍ଭ କରିଛି ବିଜୁ ଯୁବ ବାହିନୀ, ଆଜି ଗାନ୍ଧି ଜୟନ୍ତି ଅବସର ରେ ଭୂବନେଶ୍ୱର ର ଗାନ୍ଧି ପାର୍କରେ ଏକ ମଚଂସ୍ଥ ନାଟକ କରି ନିଶା ବୃତିରୁ ଦୁରେଇ ରହିବା ପାଇଁ ସଚେତନ କରିଥିଲେ । ତା’ ସହ ସମସ୍ତେ ଶପଥ ନେଇ ଥିଲେ କି ନିଶା ତଥା ପାନ, ବିଡି, ଗୁଟୁଖା, ମଦ ଭଳି ନିଶା ଦ୍ରବ୍ୟରୁ ଦୂରେଇ ରହିବା ସହ ତାଙ୍କ ବନ୍ଧୁ ମାନଙ୍କୁ ମଧ୍ୟ ଏଥିରୁ ଦୁରେଇ ରଖିବେ ।
ଏହି ସଭାରେ ବିଜୁ ଯୁବ ବାହିନୀ ଛଡା ଅନେକ ବରିଷ୍ଟ ଅଧିକାରୀ ଯୋଗ ଦେଇ ସଭାଟିକୁ ସଫଳ କରିଥିଲେ ।