ନାଁ ,ନିୟମ ଓ ରଙ୍ଗ ବଦଳାଇବାରେ ମୋହନ ସରକାର ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ନିଯୁକ୍ତିରେ ନିୟମ ବଦଳାଇଛନ୍ତି କି ?ପ୍ରମିଳା ମଲ୍ଲିକ୍
ଭୁୁବନେଶ୍ୱର; ଭିଜିଲାନ୍ସ ମାମଲା ଚାଲୁଥିବା ଜଣେ oas ଅଧିକାରୀଙ୍କୁ କିଭଳି ଭାବେ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ଦିଆଗଲା। ଯେଉଁ ଅଧିକାରୀ ବହୁଚର୍ଚିତ ବଲାଙ୍ଗୀର RI ନିଯୁକ୍ତି କେଲେଙ୍କାରୀ ରେ ଜଡିତ ଥିବାରୁ ଭିଜିଲାନ୍ସ ତଦନ୍ତ ଜାରି ରହିଛି।ଏ ବାବଦରେ ସାଧାରଣ ପ୍ରଶାସନ ବିଭାଗ ,ରାଜସ୍ୱ ବିଭାଗ ଓ ସର୍ବୋପରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅଜ୍ଞ ଅଛି।ଏ ବାବଦରେ ବିଭାଗୀୟ ମନ୍ତ୍ରୀଙ୍କଠୁ ସ୍ପଷ୍ଟୀକରଣ ଲୋଡିଲେ ବିରୋଧୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ୍।