ଭୁବନେଶ୍ୱର: ଏଣିକି ପ୍ରତିମାସରେ ଟାଟା ପାୱାର କାର୍ଯ୍ୟର ହେବ ସମୀକ୍ଷା । ରାଜ୍ୟରେ ଆଉ ଯେମିତି ବିଦ୍ୟୁତ ବିଭ୍ରାଟ ନହୁଏ ସେନେଇ ପଦକ୍ଷେପ ନିଆଯାଇଛି । ଚଳିତ ବର୍ଷ ଭଳି ଆସନ୍ତା ବର୍ଷ ସ୍ଥିତି ଯେମିତି ନହୁଏ । ସେନେଇ ବିଦ୍ୟୁତ ବିତରଣ ସଂସ୍ଥା ଟାଟା ପାୱାରକୁ ତାଗିତ କରିଛନ୍ତି ଓଡୀଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି) । ଗତକାଲି ଟାଟା ପାୱାରର ବାର୍ଷାକ ପ୍ରଦର୍ଷନୀ ସମୀକ୍ଷା ପରେ ଓଇଆରସି ପକ୍ଷରୁ ସେବା ସୁଧାରିବାକୁ କୁହାଯାଇଛି ।