ହନିମୁନ୍ ଟ୍ରିପ୍ ରେ ରୋହନ ପ୍ରୀତଙ୍କ ସହ ନେହା କକ୍କର

0

ନୂଆଦିଲ୍ଲୀ– ନୂଆ ବିବାହ କରିଥିବା ଚର୍ଚ୍ଚିତ କଣ୍ଠଶିଳ୍ପୀ ନେହା କକ୍କର ଓ ରୋହନପ୍ରୀତ ସିଂହ ହନିମୁନ ପାଇଁ ଦୁବାଇ ଟ୍ରିପ୍ରେ ପହଞ୍ଚିଛନ୍ତି । ଦୁବାଇର ଏକ ସଡକରେ ଖୋଲା କାରରେ ବୁଲି ବୁଲି ମଜା କରୁଥିବା ଭିଡିଓ ସେୟାର କରିଛନ୍ତି । ରୋହନପ୍ରୀତ ଫ୍ଲାଇଙ୍ଗ କିସ୍ ଦେଉଥିବା ବେଳେ ନେହା ଲାଜରେ ମୁହଁ ଲୁଚାଇ ଦେଉଛନ୍ତି ।

ଦୁହେଁ ହନିମୁନ ଟ୍ରିପ୍  ସମୟର କିଛି ଭିଡିଓ ସେୟାର କରିଛନ୍ତି ।ଗତ ଅକ୍ଟୋବର ୨୪ ରେ କଣ୍ଠଶିଳ୍ପୀ ନେହା କକ୍କର ରୋହନ ପ୍ରୀତି ସିଂ କୁ ବିବାହ କରିଥିଲେ ।