(ରଜନୀ କାନ୍ତ ପାତ୍ର)ଗଞ୍ଜାମ: ଆଜି ପର୍ୟ୍ୟନ୍ତ ଗୋପାଳପୁର କୁ ନିଜ ହତିଆରରେ ରଖିଥିଲ ବିଜେଡି ପ୍ରାର୍ଥୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ପାଣିଗ୍ରାହୀ । କିନ୍ତୁ ଏହି ବର୍ଷ କଡା ଟକ୍କର ଦେବା ପାଇଁ ଅଣ୍ଟା ଭିଡିଛନ୍ତି ବିଜେପି ର ବିଭୁତି ଜେନା ଓ କଂଗ୍ରେସର ଧର୍ମା ରେଡ଼ି । କିନ୍ତୁ ଆଜି ବିଜେପି ର ବିଭୁତି ଜେନା ୧୦୦ ରୁ ଉର୍ଦ୍ଧ ବାଇକ ଓ ୪୦୦ରୁ ଉର୍ଦ୍ଧ କର୍ମୀ ଯାଇ ବ୍ରହ୍ମପୁର ଉପ ଜିଲ୍ଲାପାଳଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଥିଲେ।