କଂଗ୍ରେସ ତରଫରୁ ସାନଖେମୁଣ୍ଡି ରୁ ପ୍ରାର୍ଥୀ ପତ୍ର ଦାଖଲ

0

(ରଜନୀ କାନ୍ତ ପାତ୍ର)ଗଞ୍ଜାମ: ଆଜି ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥି ପତ୍ର ଦାଖଲ କରିଛନ୍ତି ସୁନାମ ଧନ୍ୟ ବୀର ପୁଅ ଚାଷୀ ତଥା କଂଗ୍ରେସ ବିଧାୟକ ପ୍ରାର୍ଥି ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଜେନା । ସେ ସାନଖେମୁଣ୍ଡି ରୁ ଏକ ବିରାଟ ଶୋଭା ଯାତ୍ରା ବାହାରିଛନ୍ତି । ଏହି ବିରାଟ ଶୋଭାଯାତ୍ରାରେ ୨୦୦ ରୁ ଉର୍ଦ୍ଧ୍ଵ ମୋଟର ସାଇକେଲ ଓ ୧୦୦୦ ରୁ ଅଧିକ କଂଗ୍ରେସ କର୍ମୀ ଜାଇ ବ୍ରହ୍ମପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଦାଖଲ କରିଛନ୍ତି।