ନଈ ନ ଦେଖୁଣୁ ପ୍ୟାଣ୍ଟ ଖୋଲିବା: ସମୀର

0

(ତ୍ରିଲୋଚନ ରାଉତ) ଭୁବନେଶ୍ୱର: ଅଙ୍ଗୁର ଖାଇ ନ ପାରିଲେ ଖଟା ପ୍ରସଙ୍ଗ ରାଜୁ ଦାସଙ୍କ ପାଇଁ ପ୍ରଜୁଯ୍ୟ ବୋଲି ବିଜେପି ରାଜ୍ୟ ଉପ ସଭାପତି ରାଜକିଶୋର ଦାସ ଦଳରୁ ଇସ୍ତଫା ଦେବା ପରେ ଦଳର ମୁଖପାତ୍ର ସମୀର ମହାନ୍ତି କହିଛନ୍ତି । ମୋରଡା ଆସନକୁ ନେଇ ଏଯାବତ୍ ପ୍ରାର୍ଥୀପତ୍ର ଘୋଷଣା ହୋଇନାହିଁ । ଏପରି ସ୍ଥିତିରେ ରାଜୁ ଦାସଙ୍କ ଦଳ ଛାଡିବା ନଈ ନ ଦେଖୁଣୁ ପ୍ୟାଣ୍ଟ ଖୋଲି ପକେଇବା ପରି ବୋଲି କହିଛନ୍ତି ସମୀର ।