ସରିଲା ରାଜ୍ୟ କ୍ୟାବିନେଟ ବୈଠକ ; ୮ ପ୍ରସ୍ତାବ ଉପରେ ବାଜିଲା ମୋହର

0

ସରିଲା ରାଜ୍ୟ କ୍ୟାବିନେଟ ବୈଠକ ।  ୮ ପ୍ରସ୍ତାବ ଉପରେ ବାଜିଲା ମୋହର ।  ୫ ଟି ମସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ର ପ୍ରସ୍ତାବ ରହିଛି ।ଆସିବ ପ୍ରାଣୀ ସମ୍ପଦ ସମୃଦ୍ଧି ଯୋଜନା, ୫ ବର୍ଷ ରେ ଖର୍ଚ୍ଚ ହେବ ୧୦୩୧ କୋଟି । ୩ ଲକ୍ଷ ରୁ ଅଧିକ ଚାଷୀ ଉପକୃତ ହବେ ଜ୍ଝ ୫ ଲକ୍ଷ ଅଣ୍ଡା ପ୍ରତିଦିନ ଉତ୍ପାଦନ ହେବ । ୯୫.୫୮ ମେଟ୍ରିକ ଟନ କୁକୁଡ଼ା ମାଂସ ଉତ୍ପାଦନ ହେବ । ମସ୍ୟ କ୍ଷେତ୍ରରେ ଭିତ୍ତି ଭୂମି ସୃଦୁଢ ପାଇଁ ୩ ବର୍ଷ ପାଇଁ ୪୪୯ କୋଟି ଟଙ୍କା ଖର୍ଚ୍ଚ ହେବ ।ଗୋ ମାତା ନା ରେ ଆସିବ ଯୋଜନା ଜ୍ଝପାଇଁ ୩ ବର୍ଷ ପାଇଁ ୩୪୨ କୋଟି ଟଙ୍କା ଖର୍ଚ୍ଚ ହେବ ଜ୍ଝ ବାର୍ଷିକ ୨.୫ କୋଟି ଭ୍ୟାକ୍ସିନ, ୧.୩୦ କୋଟି ପ୍ରାଣୀଧନ ଚିକିତ୍ସା କରାଯିବ ।ଜଳ ସମ୍ପଦ ଭିତ୍ତି ଭୂମି ଉନ୍ନୟନ କାର୍ୟ୍ୟକ୍ରମ ରେ ୯୬୫୨ କୋଟି ବ୍ୟ ବରାଦ । କୁକ୍ୟାବିନେଟ ଅନୁମୋଦନ । ଏହି କାର୍ୟ୍ୟକ୍ରମ ରେ ୬୪୩୫ ହେକ୍ଟର ସେଚା ଅଞ୍ଚଳ ଏବଂ ୧ଲକ୍ଷ ୫୮ ହଜାର ହେକ୍ଟର ଅତିରିକ୍ତ ସେଚା ଜଳ ସୃଷ୍ଟି କରାଯିବ ।ଓଡ଼ିଶା ସାର୍ବଜନୀନ ପରୀକ୍ଷା ବିଧ୍ୟୟକ ୨୦୨୪ ପ୍ରଣୟଣ କୁ କ୍ୟାବିନେଟ ମଞ୍ଜୁରୀ ଜ୍ଝ କୌଣସି ସରକାରୀ ପରୀକ୍ଷା ପ୍ରକ୍ରିୟା ରେ ବ୍ୟାଘାତ କିମ୍ବା ଚଞ୍ଚକତା କଲେ ରହିବ ଦଣ୍ଡ ବିଧାନ । ୩ ରୁ ୫ ବର୍ଷ ଜେଲ ସହ ୧୦ ଲକ୍ଷ ଜୋରିମାନା ଜ୍ଝସେବା ପ୍ରଦାନ କାରି କୁ ୧ କୋଟି ପର୍ୟ୍ୟନ୍ତ ଜୋରିମାନା ହୋଇପାରେ ।