୧୦୬ ଯାତ୍ରୀଙ୍କ ସହ ସମୁଦ୍ରରେ ଫସିଛି ବିଳାସପୂର୍ଣ୍ଣ ଜାହାଜ

0

ବ୍ୟୁରୋ: ୨୦୬ ଜଣ ଯାତ୍ରୀଙ୍କୁ ନେଇ ଯାତ୍ରା କରୁଥିବା ବିଳାସପୂର୍ଣ୍ଣ ଜାହାଜ ‘ ଓସିଏନ ଏକ୍ସ ପ୍ଲୋରର’ ସଂପ୍ରତି ଗ୍ରୀନଲାଣ୍ଡ ଉପକୂଳରେ ଫସିଯାଇଥିବା ଜଣାପଡିଛି । ତେବେ ଜାହାଜରେ ଥିବା ସମସ୍ତ ଯାତ୍ରୀ ଓ କର୍ମଚାରୀ ସୁରକ୍ଷୀତ ଥିବା ଉକ୍ତ ଜାହାଜ ଚଳାଚଳ କରୁଥିବା କମ୍ପାନୀ ପକ୍ଷରୁ କୁହାଯାଇଛି । ଆର୍ଟିକ ସାଗରରେ ପ୍ରବଳ ଢେଉ ଆସିବା ଫଳରେ ଜାହାଜଟି ଆଗକୁ ଅଗ୍ରସର ହୋଇପାରୁନାହିଁ ।