ବିହାର ମୁହାନିଆରେ ଓଲଟିଲା ଓଡିଶା ବସ୍, ୩୫ ଆହାତ…

0

ବିହାରରେ ଓଲଟିଲା ଓଡିଶା ବସ । ବସ ଓଲଟି ଆହାତ ହେଲେ ୩୫ ଜଣ । ଉତ୍ତରପ୍ରଦେଶ ପ୍ରୟାଗରାଜ ମହାକୁମ୍ଭକୁ ଯାଉଥିବା ବେଳେ ବିହାର ମୁହାନିଆରେ ଓଲଟିଲା ଓଡିଶା ବସ । ଦୁର୍ଘଟଣାରେ ୩ଜଣ ଗୁରୁତର ହୋଇଥିବା ବେଳେ ୩୫ ଜଣା ଆହାତ ହୋଇଛନ୍ତି । ଭୋଗରାଇରୁ ୭୦ ଜଣ ଯାତ୍ରୀ ମହାକୁମ୍ଭ ମେଳା ଯାଉଥିଲେ । ଉଭୟ ଗୁରୁତର ଓ ଆହାତ ମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା ।