୨୦୧୧ ଓଡିଶା ସିଭିଲ ସର୍ଭିସର ପରୀକ୍ଷାର ଫଳ ପ୍ରକାଶ ଉପରେ ହାଇକେର୍ଟର ଆନ୍ତରୀଣ ଅଙ୍କୁଶ

0

ଭୁବନେଶ୍ୱେର: ୨୦୧୧ ଓଡିଶା ସିଭିଲ ସର୍ଭିସର ପରୀକ୍ଷାର ଫଳ ପ୍ରକାଶ ଉପରେ ହାଇକେର୍ଟର ଆନ୍ତରୀଣ ଅଙ୍କୁଶ । ଚୟନ ପ୍ରକ୍ରିୟା ଜରି ରହିଲେ ବି କେର୍ଟଙ୍କ ବିନାନୁମତିରେ ଫଳ ପ୍ରକାଶ ନକରିବାକୁ OPSCକୁ ନିର୍ଦେଶ ଦେଇଛନ୍ତି ହାଇକେର୍ଟରେ ବିବ୍ୟାଙ୍ଗ ପ୍ରାର୍ଥୀ ସତୀଶ କୁମାର ପାଣିଗ୍ରାହୀଙ୍କ ଆବେଦନକୁ ଗ୍ରହଣ କରି ହାଇର୍କେଟ ଏହି ନିର୍ଦେଶ ଦେଇଛନ୍ତି ।

OPSC ପର୍ସନାଲିଟି ଟେଷ୍ଟରେ ଆବେଦନକାରୀଙ୍କୁ ସାମିଲ କରିବେ । ରାଜ୍ୟ ସରକାର ଆବେଦନକାରୀଙ୍କ ଲାଗି ଡିଜାବଲିଟି ଟେଷ୍ଟ ପାଇଁ ସ୍ୱତନ୍ତ୍ର ମେଡିକାଲ ବୋର୍ଡ ଗଠନ ହେବ । ଆସନ୍ତା ଶୁଣାଣିରେ ଡିଜାବଲିଟି ଟେଷ୍ଟ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି ।