ଭୁବନେଶ୍ୱର : ଓଡ଼ିଶାର ଝିଅ ରଖିଛନ୍ତି ଓଡ଼ିଶାର ଟେକ | କାହିଁକି ନା ମଧ୍ୟପ୍ରଦେଶକୁ ଟେନିସ ମ୍ୟାଚରେ ପରାସ୍ତ କରି ମହିଳା ଡବଲ୍ସ ଟେନିସରେ ସ୍ଵର୍ଣ ପଦକ ଟାଇଟଲ ଜିତିଛନ୍ତି ଓଡ଼ିଶାର ଝିଅ | ସୂଚନା ଅନୁସାରେ # KIYG2022 ରେ ମହିଳା ଡବଲ୍ସ ଟେନିସ୍ ସ୍ଵର୍ଣ ପଦକ ଟାଇଟଲ ଜିତିବା ପାଇଁ ଫାଇନାଲରେ ଆୟୋଜକ ମଧ୍ୟପ୍ରଦେଶକୁ ପରାସ୍ତ କରି ଓଡିଶାର ଆରାଧ୍ୟା ଭର୍ମା ଏବଂ ସୋହିନୀ ସଞ୍ଜୟ ମହାନ୍ତି ସ୍କ୍ରିପ୍ଟ ଇତିହାସ କରିଛନ୍ତି। ଅନେକ ମଧ୍ୟ ଉଭୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି |