(ରିପୋର୍ଟସଟୁଡେ) : ପାରାଦ୍ୱିପରେ ୨୯ ଶହ ଏକର ଜମି ପୋସ୍କକୁ ଦିଆଯାଇଥିଲା କିନ୍ତୁ ସେଇ ଜମି ପୋସ୍କ ଛାଡିଦେବାରୁ ସେଇ ଜାଗାକୁ ଜେଏସଡବ୍ଲୁକୁ ଦିଆଯାଇଛି, ସେଠାରେ ସିଏ ମେଘା ଶିଳ୍ପ କାରାଖାନା କରିବ, କେତେ ଟଙ୍କା ବ୍ୟୟ କରି ଶିଳ୍ପ କରିବ ତାର କିଛି ତାଲିକା ଦେଇନାହିଁ ବୋଲି ମନ୍ତ୍ରୀ ଅନନ୍ତ ଜେନା ସୂଚନା ଦେଇଛନ୍ତି ।