ଭୁବନେଶ୍ୱର: ଆସନ୍ତା 13 ରୁ ଆରମ୍ଭ ହେବ ବିଧାନ ସଭା ର ବଜେଟ୍ ଅଧିବେଶନ । ତା ପୂର୍ବ ଦିନ ବିଜେଡି ବିଧାୟକ ଦଳ ବୈଠକ ବସିବ । ଏହା ଏକ ଗୁରୁତ୍ବ ପୂର୍ଣ୍ଣ ଅଧିବେସନ। ଏହି ଅଧିବେଶନ ରେ ସରକାର ଙ୍କୁ ଘେରେବା ପାଇଁ ରଣ ନୀତି ପ୍ରସ୍ତୁତ କରାଯିବ । ଏ ସରକାର ହୋଉଛି ଏକ ଅପାରଗ ସରକାର । କାରଣ ଗତ ଅଟିରିକ୍ତ ବଜେଟ୍ ରେ ସରକାର ଖର୍ଚ୍ଚ । ଏବେ ଯେଉଁ ପୂର୍ଣ୍ଣାଙ୍ଗ ବଜେଟ୍ ଆଗତ କରିବେ ସେଥିରୁ 80 ରୁ 85 ହାଜର କୋଟି ଖର୍ଚ୍ଚ ନ ହୋଇ ଫେରିଯିବା ଗୋଟେ ସରକାର ଯଦି ଖର୍ଚ୍ଚ କରି ପାରିବେ ନାହିଁ ତେବେ ବଜେଟ୍ କାହିଁକି ଆଣୁଛନ୍ତି। ଏଥିପାଇଁ ଦାୟୀ କିଏ ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ବିଧାୟକ । କେନ୍ଦ୍ର ବଜେଟ୍ ରେ ମଧ୍ୟ ଚିରାଚରିତ ଭାବେ ଓଡ଼ିଶା କୁ ଅବହେଳା କରାଗଲା । ଡବଲ ଇଞ୍ଜିନ ସରକାର ଆସିଲେ ଓଡ଼ିଶାକୁ special’ category ଷ୍ଟେଟ ର ମାନ୍ୟତା ମିଳିବ ବୋଲି ଆଶା କରାଯାଉଥିଲା । ବିଜେପି ରୁ 20 ଜନ ସାଂସଦ ସଂସଦ କୁ ଯାଇଛନ୍ତି । ଏଇଥୂରୁ ଜଣାପଡୁଛି ଏ ସରକାର ଏକ ଅପାରଗ ସରକାର ।