ଏୟାର ଇଣ୍ଡିଆକୁ ତୈଳ କମ୍ପାନୀର ନାଁ

0

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଏୟାର ଇଣ୍ଡିଆକୁ ତୈଳ ଦେବାକୁ ମନା କରିଦେଇଛନ୍ତି ତୈଳ କମ୍ପାନୀ । ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ସରକାରୀ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଏୟାର ଇଣ୍ଡିଆ ଦୀର୍ଘ ୨୦୦ ଦିନ ହେଲା ବିମାନ ଉଡ଼ାଣ ପାଇଁ ତେଲ ଯୋଗାଇ ଦେଉଥିବା କମ୍ପାନୀଗୁଡ଼ିକୁ ସଂସ୍ଥା ପକ୍ଷରୁ ଟଙ୍କା ଦିଆଯାଇନାହିଁ। ତେଣୁ ଏପରି ହୋଇଛି ।
ଏୟାର ଇଣ୍ଡିଆର ୬ଟି ତେଲ ଟାଙ୍କିରେ ଆଜି ତୈଳ ପହଞ୍ଚି ପାରିନାହିଁ। ସେହି ୬ଟି ତେଲ ଟାଙ୍କି କୋଚି, ପୁଣେ, ପାଟନା, ରାଞ୍ଚି, ବିଶାଖପାଟନମ ଓ ମୋହଲିରେ ରହିଛି । ଏୟାର ଇଣ୍ଡିଆଠାରୁ ତୈଳ କମ୍ପାନୀଗୁଡିକୁ ୪୫୦୦ କୋଟି ଟଙ୍କା ପାଇବାର ଅଛି ।