OJS -୨୦୨୩ ରେଜଲ୍ଟ ,୩୩ ପରୀକ୍ଷାର୍ଥୀ କୃତକାର୍ଯ୍ୟ ନେଇ OPSC ସୂଚନା…

0

ପ୍ରକାଶ ପାଇଲା OJS -୨୦୨୩ ରେଜଲ୍ଟ । ୩୩ ପରୀକ୍ଷାର୍ଥୀ କୃତକାର୍ଯ୍ୟ ନେଇ OPSC ସୂଚନା । କୃତକାର୍ଯ୍ୟ ଛାତ୍ରଛାତ୍ରଙ୍କ ମଧ୍ୟରେ ୨୪ ଜଣ ଝିଅ ପରୀକ୍ଷାର୍ଥୀ ରହିଛନ୍ତି ।

ସୋମେଶ ରଣବିଜୁଳି OJS-୨୦୨୩ ଟପ୍ପର । ତାଲିକାରେ ଅରୁଣିମା ପତି ଦ୍ୱିତୀୟ ଏବଂ ପାୟଲ ଅତ୍ତା ତୃତୀୟ । ଚତୁର୍ଥରେ ପ୍ରିୟଙ୍କା ଅଗ୍ରୱାଲ, ୫ମରେ ସ୍ମିତା ମହାପାତ୍ର । ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି) ପରିଚାଳିତ।

ଏହି ପରୀକ୍ଷାରେ କୃତକାର‌୍ୟ୍ୟ ହୋଇଥିବା ପ୍ରାର୍ଥୀମାନଙ୍କୁ ସିଭିଲ୍ ଜଜ୍ ପଦବିରେ ନିଯୁକ୍ତି ଦେବା ପାଇଁ ଓପିଏସ୍‌ସି ପକ୍ଷରୁ ସୁପାରିସ କରାଯାଇଛି ।