ଗୋଟିଏ ପ୍ରେମିକ ତିନି ପ୍ରେମିକା

0

ବ୍ୟୁରୋ: ବିବାହ ବନ୍ଧନ ହୋଇଛି ପବିତ୍ର ବନ୍ଧନ । ଯାହା ପତି ଓ ପତ୍ନି ସାରା ଜୀବନ ସାଥୀ ହୋଇ ବାଟ ଚାଲିବା ପାଇଁ ଏ ବନ୍ଧନରେ ବାନ୍ଧି ହୋଇଥାନ୍ତି । ଜଣେ ଜଣଙ୍କ ସହ ସାରା ଜୀବନ ସୁଖ ଶାନ୍ତି ଦୁଖ ସୁଖରେ ରହିବା ପାଇଁ ବିବାହ ବେଦୀରେ ହାତ ଗଣ୍ଡି ପଡିଥାଏ । କିନ୍ତୁ ଆଜିର ସମାଜରେ ଜଣେ ବ୍ୟକ୍ତି ୩ ଜଣଙ୍କୁ ବାହା ହେବା କିଛି ବଡ କଥା ନୁହେଁ । ବରଂ ଆଜି ଦୁନିଆରେ ୭ ଜଣଙ୍କୁ ମଧ୍ୟ ବିବାହ କରୁଛନ୍ତି । କିନ୍ତୁ ଏଠି ଜଣେ ବରକୁ ୩ କନିଆ ଏକା ସହ ବିବାହ କରିଛନ୍ତି । ତାଙ୍କ ବେକରେ ମିଶିକି ପକେଇଛନ୍ତି ଫୁଲର ମାଳ ।

ବର ବେଶରେ ଆସିଥିବା ବାବୁ ଜଣକ ପ୍ରଥମ ଥର ବିବାହ କରୁନାହିଁନ୍ତି ବରଂ ଏହା ତାଙ୍କ ତୃତୀୟ ବାହାଘର । ତାଙ୍କ ପ୍ରଥମ ପ୍ରେମୀର ପ୍ରତିକ ୬ ପିଲା । ଆଉ ବଡ କଥା ୬ ପିଲା ତାଙ୍କ ବିବାହରେ ସାମିଲ ହୋଇଛନ୍ତି । ଆଉ ଦ୍ୱିତୀୟ ପ୍ରେମର ପ୍ରତିକ ଙ୍କ ପିଲା ବି ଅଛନ୍ତି ତାଙ୍କର ବି ସାମିଲ ହୋଇଛନ୍ତି । ଏବେ ଚାଲିଛି ବାବୁଙ୍କର ତୃତୀୟ ବିବାହ । ଏ ଭଳି ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଭୋପାଳରେ । ନାନପୁର ଅଂଚଳରେ ରହୁଥିବା ସମଥ୍ୟ ମୌଜ ନାମକ ଏହି ବ୍ୟକ୍ତି ।

ବାବୁ ୧୫ ବର୍ଷ ଧରି ତିନି ପ୍ରେମିକାଙ୍କ କରୁଥିଲେ ଡେଟିଙ୍ଗି । ଏବେ ଅସହ ହେବା ପରେ ଗୋଟିଏ ବେଦୀରେ ୩ ଜଣଙ୍କୁ ବିବାହ କରିଛନ୍ତି । ଏ ନେଇ ସେ କହିଛନ୍ତି କି ୧୫ ବର୍ଷ ପୂର୍ବେ ସେ ବହୁତ ଗରିବ ଥିଲେ ଯାହା ପାଇଁ ସେ ପ୍ରେମିକା ବନାଇ ଘରକୁ ଆଣି ସ୍ତ୍ରୀ ଭଳି ରଖୁଥିଲେ ସତ କିନ୍ତୁ ବିବାହ କରିପାରିନଥିଲେ । ହେଲେ ଏବେ ରୋଜଗାର ପରେ ସେ ସମସ୍ତଙ୍କୁ ବିବାହ କରିଛନ୍ତି ।