ଭୁବନେଶ୍ୱର: ଓଡିଶାକୁ ଫେରିଲା କରୋନା । ରାଜ୍ୟରେ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛି । ରାଜ୍ୟରେ ଗତ ୨୪ ଘଣ୍ଟାରେ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଥିବା କୁହାଯାଉଛି । ଜଣେ ପଜିଟିଭ ଚିହ୍ନଟ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ ଆକ୍ରାନ୍ତ ଜଣଙ୍କ ହସ୍ପିଟାଲରେ ସୁସ୍ଥ ଥିବା ଜଣାପଡିଛି ।