ପୋଖରୀରେ ବୁଡି ଜଣେ ମୃତ

0

(ସର୍ବେଶ୍ୱର ପାତ୍ର): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ବଡସୁଆଳ ପଞ୍ଚାୟତ ଅରାଚୁଆ ଗ୍ରାମରେ ଘଟିଛି ଦୁଃଖଦ ଘଟଣା । ଅରାଚୁଆ ଗ୍ରାମରେ ଜଣେ ବ୍ୟକ୍ତି ପୋଖରୀ ବୁଡି ମୃତ୍ୟୁ ହୋଇଛି । ଆଜି ସକାଳେ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲା ହେଲେ ଆଉ ଘରକୁ ଫେରିନଥିଲେ ପରିବାର ଲୋକେ ବହୁତ ଖୋଜାଖୋଜି କରିବା ପରେ ତାଙ୍କୁ ଗାଁ ପୋଖରୀରେ ଭାସୁଥିବା ଦେଖିବାକୁ ପାଇଥିଲେ ଗାଁ ଲୋକେ । ପରେ ଶବବ୍ୟବଚ୍ଛେଦ ପାଇଁ କାମାକ୍ଷାନଗର ମେଡିକାଲକୁ ପଠାଯାଇଛି ।