ହିଂଜିଳିରେ ଖୋଲିଲା ବିଜେଡ଼ି କାର୍ଯ୍ୟାଳୟ

0

(ରଜନୀ କାନ୍ତ ପାତ୍ର) ହିଂଜିଳି କାଟୁ: ଆଗକୁ ଆସୁଛି ନିର୍ବାଚନ ଏଥି ପାଇଁ ବିଜେଡ଼ି ସୁପ୍ରିମ ନବୀନ ପଟ୍ଟନାୟକ ହିଂଜିଳି ରୁ ବିଧାୟକ ଭାଵେ ପ୍ରତିଦ୍ୱନ୍ଦୀ କରୁଛନ୍ତି । ଏଥିପାଇଁ ଆଜି ହିଂଜିଳି ପୌରପାଳିକା ରେ ବିଜେଡ଼ି ର କାର୍ଯ୍ୟାଳୟ ଖୋଲା ଯାଇଥିଲା । ଏହି କାର୍ଯ୍ୟାଳୟରେ ପୂଜା ଅର୍ଚ୍ଚନା କରାଯାଇଛି । ଏଥିରେ ବିଜେଡ଼ିର ବହୁ ପୁରୁଖା କର୍ମୀ ଯୋଗ ଦେଇଥିଲେ ।