OSRTCର ସ୍ୱତନ୍ତ୍ର ବସ ଛାତ୍ରଛାତ୍ରୀଙ୍କୁ ଫେରାଇ ଆଣିବାକୁ ନିର୍ଦ୍ଦେଶ

0

ଭୁବନେଶ୍ୱର: ନେପାଳ ସହ ଭାରତ ଓ ଓଡ଼ିଶାର ସମ୍ପର୍କ ଜଗନ୍ନାଥଙ୍କ ପାଇଁ ଭଲ ରହିଛି। କୀଟ ଘଟଣା ଦୁଃଖଦାୟକ ସମ୍ବେଦନା ଦେଉଛୁ। ଗୃହ ବିଭାଗ ତ୍ୱରିତ ପଦକ୍ଷେପ ନେଇ ଗିରଫ କରିଛି। ମୃତକଙ୍କ ମୋବାଇଲ ଫୋନ ଓ ଲାପଟପି ସିଜ ହୋଇଛି। ନେପାଳ ଛାତ୍ରଛାତ୍ରୀ ଆନ୍ଦୋଳନ କରିଥିଲେ। ବିଶ୍ଵବିଦ୍ୟାଳୟ ଓ ଭାରତୀୟ ବୈଦେଶିକ ମନ୍ତ୍ରାଳୟ ସହ ସମ୍ପର୍କରେ ଅଛି। ଜଣେ ଗିରଫ ହୋଇଛି। ଅନ୍ୟ ମାନେ ଯଦି ସମ୍ପୃକ୍ତ ଥିଲେ ଗିରଫ ହେବେ। ନେପାଳ ଛାତ୍ରଛାତ୍ରୀଙ୍କ ପାଇଁ ସାଇନ ଡାଏ କରିବା ଦୁର୍ଭାଗ୍ୟଜନକ। ସାଇନ ଡାଏ ଉଠିଲା।  ସେମାନଙ୍କୁ ଫେରାଇବାକୁ OSRTC ର ସ୍ୱତନ୍ତ୍ର ବସ ସେମାନଙ୍କୁ ଫେରାଇ ଆଣିବାକୁ ନିର୍ଦ୍ଦେଶ ଦିଆଯାଇଛି। ଶିକ୍ଷାନୁଷ୍ଠାନରୁ ଯେପରି ସେମାନଙ୍କୁ ଧମକ ନ ମିଳୁ ଭବିଷ୍ୟତରେ, ସରକାର ଏ ନେଇ ଯତ୍ନବାନ ଅଛନ୍ତି।