(ଭଦ୍ରକ / ଶେଖ ଫାଇଜାନ କାଦରୀ ) : ଭଦ୍ରକ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ କୋଟି ପରିସର ଓ ବାଘୁରାଇ ହାଇସ୍କୁଲ ପରିସର ମଧ୍ୟରେ ସାମୁହିକ ଵୄଷରୋପଣ କରାଯାଇଥିଲା ।ଜିଲ୍ଳା ଦୈରା ଜଜ ଶୋଭନ ଦାସଙ୍କ ତତ୍ବାବଧାନରେ ଭଦ୍ରକ କୋର୍ଟର ସମସ୍ତ ଅଧିକାରୀ ଅଦାଲତର ନ୍ୟାୟାଧିସ ସଂଜୀବ ଦୂବେ ପ୍ରଣତୀ ସାହା ଅମିୟ ରଞ୍ଜନ ଜେନା ଲୋପାମୁଦ୍ରା ମଲ୍ଲ ସେଛାସେବୀ ଜୟ ଜଗନ୍ନାଥ ମଲିକ ପ୍ରମୁଖ ଯୋଗଦେଇ ବୃକ୍ଷରୋପଣ କରିବାସହ ପରିବେଶ ସୁରକ୍ଷା ଉପରେ ଆଲୋକପାତ କରିଥିଲେ । ଏହ ପରିପେକ୍ଷୀରେ ଏକ ଶୋଭାଯାତ୍ରା କୋଟ ପରିସରରୁ ବାହାରି ସହର ପରିକ୍ରମା କରିଥିଲା ।