ପାଣ୍ଡିୟାନ ହେଲେ ୫ ଟି ସଚିବ

0

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ରାଜ୍ୟ ରାଜନୀତି ଓ ପ୍ରଶାସନର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତି ଆଇଏଏସ ଭି କାର୍ତ୍ତିକେୟନ ପାଣ୍ଡିୟାନଙ୍କ ପଦରେ କିଛିଟା ପରିବର୍ତ୍ତନ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଣ୍ଡିୟାନଙ୍କୁ ବ୍ୟକ୍ତିଗତ ସଚିବ ସହ ୫ଟିର ସଚିବ କରିଛନ୍ତି ।
୫ ଟି, ଟାଇମ, ଟ୍ରାନ୍ସପେରେନ୍ସି, ଟେକ୍ନୋଲୋଜି, ଟିମୱାର୍କ, ଟ୍ରାନ୍ସଫର୍ମମେସନ । ଏହି ୫ଟିକୁ ଚଳିତ ସରକାରରେ ମୁଖ୍ୟମନ୍ତ୍ରୀ ଗୁରୁତ୍ତ୍ୱ ଦେଉଛନ୍ତି ଓ ଏହାକୁ ଏକ ବିଭାଗରେ ମଧ୍ୟ ପରିଣତ କରିଛନ୍ତି ।